ମାଥିଉ 14:24 - ପବିତ୍ର ବାଇବଲ (CL) NT (BSI)24 ସନ୍ଧ୍ୟା ହେବା ବେଳକୁ ଯୀଶଉ ଦେଖିଲେ ନୌକାଟି ହ୍ରଦର ଅନେକ ଭିତରକୁ ଚାଲି ଯାଇଛି ଏବଂ ଜୋରରେ ପବନ ବହୁଥିବାରୁ ଲହରୀ ଧକ୍କାରେ ଟଳମଳ ହେଉଛି। Viz kapitolaପବିତ୍ର ବାଇବଲ (Re-edited) - (BSI)24 କିନ୍ତୁ ନୌକା ସେତେବେଳେ କୂଳରୁ ଅନେକ ଦୂରରେ ଥିଲା ଏବଂ ପ୍ରତିକୂଳ ବାୟୁ ହେତୁ ତାହା ଲହଡ଼ିରେ ଟଳମଳ ହେଉଥିଲା। Viz kapitolaଓଡିଆ ବାଇବେଲ24 କିନ୍ତୁ ନୌକା ସେତେବେଳେ କୂଳରୁ ଅନେକ ଦୂରରେ ଥିଲା ଏବଂ ପ୍ରତିକୂଳ ବାୟୁ ହେତୁ ତାହା ଟଳମଳ ହେଉଥିଲା । Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT24 କିନ୍ତୁ ନୌକା ସେତେବେଳେ କୂଳରୁ ଅନେକ ଦୂରରେ ଥିଲା ଏବଂ ପ୍ରତିକୂଳ ବାୟୁ ହେତୁ ତାହା ଟଳମଳ ହେଉଥିଲା। Viz kapitolaପବିତ୍ର ବାଇବଲ24 ସେତେବେଳକୁ ହ୍ରଦ ଭିତରେ ଡଙ୍ଗା ଅନେକ ଦୂରକୁ ଗ୍ଭଲିଯାଇଥିଲା। ଢେଉରେ ଧକ୍କା ଖାଇ ଡଙ୍ଗାଟି ଟଳମଳ ହେଉଥିଲା। ଖୁବ୍ ଜୋର୍ରେ ପ୍ରତିକୂଳ ପବନ ବହୁଥିଲା। Viz kapitola |