Online Bible

- Reklamy -




ମାଥିଉ 11:30 - ପବିତ୍ର ବାଇବଲ (CL) NT (BSI)

30 ମୁଁ ତୁମ୍ଭମାନଙ୍କ ଉପରେ ଯେଉଁ ଜୁଆଳି ରଖିବି, ତାହା ବହନ କରିବାକୁ ସହଜ। ପୁଣି ତୁମକୁ ଯେଉଁ ଭାର ଦେବି, ତା’ ମଧ୍ୟ ବେଶ୍ ହାଲୁକା।”

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

30 ଯେଣୁ ମୋହର ଜୁଆଳି ସହଜ ଓ ମୋହର ଭାର ଉଶ୍ଵାସ।

Viz kapitola kopírovat

ଓଡିଆ ବାଇବେଲ

30 ଯେଣୁ ମୋହର ଜୁଆଳି ସହଜ ଓ ମୋହର ଭାର ଉଶ୍ୱାସ |

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

30 ଯେଣୁ ମୋହର ଜୁଆଳି ସହଜ ଓ ମୋହର ଭାର ଉଶ୍ୱାସ।”

Viz kapitola kopírovat

ପବିତ୍ର ବାଇବଲ

30 ଯେଉଁ କାର୍ଯ୍ୟ ମୁଁ ତୁମ୍ଭକୁ ଗ୍ରହଣ କରିବାକୁ କହୁଛି, ତାହା ସହଜ। ଏବଂ ଯେଉଁ ବୋଝ ତୁମ୍ଭ ଉପରେ ରଖୁଛି, ତାହା ହାଲୁକା।”

Viz kapitola kopírovat




ମାଥିଉ 11:30

Následuj nás:

Reklamy


Reklamy