ଲୂକ ଲିଖିତ ସୁସମାଚାର 8:55 - ପବିତ୍ର ବାଇବଲ (CL) NT (BSI)55 ତା’ର ଜୀବନ ଫେରି ଆସିଲା, ସେହିକ୍ଷଣି ସେ ଉଠିଲା ଏବଂ ଯୀଶୁ ତାକୁ କିଛି ଖାଇବାକୁ ଦେବା ପାଇଁ ସେମାନଙ୍କୁ କହିଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)55 ସେଥିରେ ତାହାର ଆତ୍ମା ଫେରିଆସିଲା, ଆଉ ସେ ସେହିକ୍ଷଣି ଉଠିଲା, ପୁଣି ସେ ତାହାକୁ କିଛି ଖାଇବାକୁ ଦେବା ପାଇଁ ଆଜ୍ଞା ଦେଲେ। Viz kapitolaଓଡିଆ ବାଇବେଲ55 ସେଥିରେ ତାହାର ଆତ୍ମା ଫେରିଆସିଲା ଆଉ ସେ ସେହିକ୍ଷଣି ଉଠିଲା, ପୁଣି, ସେ ତାହାକୁ କିଛି ଖାଇବାକୁ ଦେବା ପାଇଁ ଆଜ୍ଞା ଦେଲେ । Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT55 ସେଥିରେ ତାହାର ଆତ୍ମା ଫେରିଆସିଲା ଆଉ ସେ ସେହିକ୍ଷଣି ଉଠିଲା, ପୁଣି, ସେ ତାହାକୁ କିଛି ଖାଇବାକୁ ଦେବା ପାଇଁ ଆଜ୍ଞା ଦେଲେ। Viz kapitolaପବିତ୍ର ବାଇବଲ55 ସେହିକ୍ଷଣି ତା’ ଶରୀର ଭିତରକୁ ତା'ର ଆତ୍ମା ଫେରି ଆସିଲା ଓ ସେ ସଙ୍ଗେ ସଙ୍ଗେ ଠିଆ ହୋଇ ପଡ଼ିଲା। ଯୀଶୁ ଆଜ୍ଞା ଦେଲେ, “ତାକୁ କିଛି ଖାଇବାକୁ ଦିଅ।” Viz kapitola |