ଲୂକ ଲିଖିତ ସୁସମାଚାର 22:38 - ପବିତ୍ର ବାଇବଲ (CL) NT (BSI)38 ଶିଷ୍ୟମାନେ କହିଲେ, “ପ୍ରଭୁ, ଦେଖନ୍ତୁ, ଏଠାରେ ଦୁଇଟି ଖଣ୍ଡା ଅଛି!” ସେ ଉତ୍ତର ଦେଲେ, “ତାହା ଯଥେଷ୍ଟ।” Viz kapitolaପବିତ୍ର ବାଇବଲ (Re-edited) - (BSI)38 ସେଥିରେ ସେମାନେ କହିଲେ, ପ୍ରଭୋ, ଦେଖନ୍ତୁ, ଏଠାରେ ଦୁଇଟା ଖଣ୍ତା ଅଛି। ପୁଣି, ସେ ସେମାନଙ୍କୁ କହିଲେ, ଯଥେଷ୍ଟ। Viz kapitolaଓଡିଆ ବାଇବେଲ38 ସେଥିରେ ସେମାନେ କହିଲେ, ପ୍ରଭୁ ଦେଖନ୍ତୁ, ଏଠାରେ ଦୁଇଟା ଖଣ୍ଡା ଅଛି । ପୁଣି, ସେ ସେମାନଙ୍କୁ କହିଲେ, ଯଥେଷ୍ଟ । Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT38 ସେଥିରେ ସେମାନେ କହିଲେ, ପ୍ରଭୁ ଦେଖନ୍ତୁ, ଏଠାରେ ଦୁଇଟା ଖଣ୍ଡା ଅଛି। ପୁଣି, ସେ ସେମାନଙ୍କୁ କହିଲେ, “ଯଥେଷ୍ଟ।” Viz kapitolaପବିତ୍ର ବାଇବଲ38 ଶିଷ୍ୟମାନେ କହିଲେ, ଦେଖନ୍ତୁ ପ୍ରଭୁ ଏଠାରେ ଦୁଇଟି ଖଣ୍ଡା ଅଛି, ଯୀଶୁ କହିଲେ, “ଦୁଇଟି ଖଣ୍ଡା ଯଥେଷ୍ଟ।” Viz kapitola |