ଲୂକ ଲିଖିତ ସୁସମାଚାର 19:45 - ପବିତ୍ର ବାଇବଲ (CL) NT (BSI)45 ତା’ପରେ ଯୀଶୁ ମନ୍ଦିରକୁ ଯାଇ ସେଠାରେ ବ୍ୟବସାୟ କରୁଥିବା ଲୋକଙ୍କୁ ତଡ଼ି ଦେଇ କହିଲେ, Viz kapitolaପବିତ୍ର ବାଇବଲ (Re-edited) - (BSI)45 ଆଉ, ସେ ମନ୍ଦିରରେ ପ୍ରବେଶ କରି ବିକ୍ରୟ କରୁଥିବା ଲୋକମାନଙ୍କୁ ଏହା କହି ବାହାର କରିବାକୁ ଲାଗିଲେ, Viz kapitolaଓଡିଆ ବାଇବେଲ45 ଆଉ, ସେ ମନ୍ଦିରରେ ପ୍ରବେଶ କରି ବେପାରୀ ମାନଙ୍କୁ ବାହାର କରିବାକୁ ଲାଗିଲେ, Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT45 ଆଉ, ସେ ମନ୍ଦିରରେ ପ୍ରବେଶ କରି ବେପାରୀମାନଙ୍କୁ ବାହାର କରିବାକୁ ଲାଗିଲେ, Viz kapitolaପବିତ୍ର ବାଇବଲ45 ଯୀଶୁ ମନ୍ଦିର ଭିତରକୁ ଗଲେ। ସେ ମନ୍ଦିର ପରିସର ଭିତରେ କିଣା ବିକା କରୁଥିବା ଲୋକମାନଙ୍କୁ ବାହାର କରିବାକୁ ଲାଗିଲେ। Viz kapitola |