ଲୂକ ଲିଖିତ ସୁସମାଚାର 18:40 - ପବିତ୍ର ବାଇବଲ (CL) NT (BSI)40 ତେଣୁ ଯୀଶୁ ଅଟକି ଯାଇ ଲୋକଟିକୁ ତାଙ୍କ ନିକଟକୁ ଆଣିବା ପାଇଁ ଆଦେଶ ଦେଲେ। ସେ ନିକଟକୁ ଆସିବାରୁ ଯୀଶୁ ତାକୁ ପଚାରିଲେ, Viz kapitolaପବିତ୍ର ବାଇବଲ (Re-edited) - (BSI)40 ସେଥିରେ ଯୀଶୁ ଠିଆ ହୋଇ ତାହାକୁ ଆପଣା ନିକଟକୁ ଆଣିବା ପାଇଁ ଆଜ୍ଞା ଦେଲେ; ପୁଣି, ସେ ନିକଟରେ ଉପସ୍ଥିତ ହୁଅନ୍ତେ, ସେ ତାହାକୁ ପଚାରିଲେ, Viz kapitolaଓଡିଆ ବାଇବେଲ40 ସେଥିରେ ଯୀଶୁ ଠିଆ ହୋଇ ଅନ୍ଧକୁ ଆପଣା ନିକଟକୁ ଆଣିବା ପାଇଁ ଆଦେଶ ଦେଲେ; ଯେତେବେଳେ ଅନ୍ଧଟି ପାଖକୁ ଆସିଲା, ଯୀଶୁ ତାହାକୁ ପଚାରିଲେ, Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT40 ସେଥିରେ ଯୀଶୁ ଠିଆ ହୋଇ ଅନ୍ଧକୁ ଆପଣା ନିକଟକୁ ଆଣିବା ପାଇଁ ଆଦେଶ ଦେଲେ; ଯେତେବେଳେ ଅନ୍ଧଟି ପାଖକୁ ଆସିଲା, ଯୀଶୁ ତାହାକୁ ପଚାରିଲେ, Viz kapitolaପବିତ୍ର ବାଇବଲ40 ଯୀଶୁ ସେଠାରେ ଅଟକି ଗଲେ, ସେ ଆଜ୍ଞା ଦେଲେ, “ତାହାକୁ ମୋ’ ପାଖକୁ ଆଣ।” ସେ ପାଖକୁ ଆସିବା ପରେ ଯୀଶୁ ତାକୁ ପଗ୍ଭରିଲେ, Viz kapitola |