ଲୂକ ଲିଖିତ ସୁସମାଚାର 16:4 - ପବିତ୍ର ବାଇବଲ (CL) NT (BSI)4 ବର୍ତ୍ତମାନ ମୁଁ ଜାଣେ, ମୋତେ କ’ଣ କରିବାକୁ ହେବ; ମୁଁ ଅନେକଙ୍କ ସହିତ ବନ୍ଧୁତା ସ୍ଥାପନ କରିବି। ମୋର ଚାକିରୀ ଚାଲିଗଲା ପରେ ସେମାନଙ୍କ ଗୃହରେ ମୋତେ ଆଶ୍ରୟ ମିଳିବ।’ Viz kapitolaପବିତ୍ର ବାଇବଲ (Re-edited) - (BSI)4 ମୁଁ ବେବର୍ତ୍ତାପଦରୁ ଚ୍ୟୁତ ହେଲା ଉତ୍ତାରେ ଲୋକେ ଯେପରି ମୋତେ ଆପଣା ଆପଣା ଗୃହରେ ଗ୍ରହଣ କରନ୍ତି, ଏଥିପାଇଁ କଅଣ କରିବି, ତାହା ବୁଝିଲିଣି। Viz kapitolaଓଡିଆ ବାଇବେଲ4 ମୁଁ ବେବର୍ତ୍ତାପଦରୁ ବାହାରିବା ପରେ ଲୋକ ଯେପରି ମୋତେ ଆପଣା ଆପଣା ଗୃହରେ ଗ୍ରହଣ କରିବେ, ଏଥିପାଇଁ କ'ଣ କରିବି, ତାହା ବୁଝିଲିଣି । Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT4 ମୁଁ ବେବର୍ତ୍ତାପଦରୁ ବାହାରିବା ପରେ ଲୋକ ଯେପରି ମୋତେ ଆପଣା ଆପଣା ଗୃହରେ ଗ୍ରହଣ କରିବେ, ଏଥିପାଇଁ କଅଣ କରିବି, ତାହା ବୁଝିଲିଣି। Viz kapitolaପବିତ୍ର ବାଇବଲ4 ତେବେ ମୋତେ କ’ଣ କରିବାକୁ ହେବ ତା ମୁଁ ଜାଣିଛି। ଯେତେବେଳେ ମୁଁ ଗୁମାସ୍ତା ଗ୍ଭକିରି ହରାଇବି, ସେତେବେଳେ ଯେପରି ଲୋକେ ସେମାନଙ୍କ ଘରେ ମୋର ସ୍ୱାଗତ କରିବେ ସେଥିପାଇଁ ଗୋଟିଏ କାମ ମୁଁ କରିବି। Viz kapitola |