ଲୂକ ଲିଖିତ ସୁସମାଚାର 15:27 - ପବିତ୍ର ବାଇବଲ (CL) NT (BSI)27 ଚାକରଟି କହିଲା, ‘ଆପଣଙ୍କ ସାନ ଭାଇ ଘରକୁ ଫେରି ଆସିଛନ୍ତି। ସେ କୁଶଳରେ ଘରକୁ ଫେରି ଥିବାରୁ ଆପଣଙ୍କ ବାପା ହୃଷ୍ଟପୁଷ୍ଟ ବାଛୁରୀ ମାରିଛନ୍ତି।’ Viz kapitolaପବିତ୍ର ବାଇବଲ (Re-edited) - (BSI)27 ସେ ତାହାକୁ କହିଲା, ତୁମ୍ଭର ଭାଇ ଆସିଅଛନ୍ତି, ଆଉ ତୁମ୍ଭର ବାପା ତାଙ୍କୁ ସୁସ୍ଥ ଶରୀରରେ ପାଇବାରୁ ମୋଟା ପଶୁଟିଏ ମାରିଅଛନ୍ତି। Viz kapitolaଓଡିଆ ବାଇବେଲ27 ସେ ତାହାକୁ କହିଲା, ତୁମ୍ଭର ଭାଇ ଆସିଅଛନ୍ତି, ଆଉ ତୁମ୍ଭର ବାପା ତାହାଙ୍କୁ ସୁସ୍ଥ ଶରୀରରେ ପାଇବାରୁ ମୋଟା ବାଛୁରିଟିଏ ମାରିଅଛନ୍ତି । Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT27 ସେ ତାହାକୁ କହିଲା, ତୁମ୍ଭର ଭାଇ ଆସିଅଛନ୍ତି, ଆଉ ତୁମ୍ଭର ବାପା ତାହାଙ୍କୁ ସୁସ୍ଥ ଶରୀରରେ ପାଇବାରୁ ହୃଷ୍ଟ ପୃଷ୍ଟ ପଶୁଟିଏ ମାରିଅଛନ୍ତି। Viz kapitolaପବିତ୍ର ବାଇବଲ27 ଗ୍ଭକରଟି କହିଲା, ‘ତୁମ୍ଭ ଭାଇ ଫେରି ଆସିଛି। ତୁମ୍ଭ ବାପା ଭୋଜି ପାଇଁ ମୋଟା ବାଛୁରିଟି ମାରିଛନ୍ତି। ତୁମ୍ଭ ଭାଇ କୁଶଳରେ ଫେରି ଆସିଥିବାରୁ ତୁମ୍ଭ ବାପା ବହୁତ ଖୁସୀ ହେଉଛନ୍ତି।’ Viz kapitola |