Online Bible

- Reklamy -




ଲୂକ ଲିଖିତ ସୁସମାଚାର 14:23 - ପବିତ୍ର ବାଇବଲ (CL) NT (BSI)

23 ଗୃହକର୍ତ୍ତା ଚାକରକୁ କହିଲେ, ‘ଏ ସହରତଳି ଗଳି କନ୍ଦରରୁ ଲୋକମାନଙ୍କୁ ଡ଼ାକି ଆଣ, ଯେପରି ମୋ’ ଘର ପୂର୍ଣ୍ଣ ହେବ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

23 ସେଥିରେ ପ୍ରଭୁ ସେହି ଦାସକୁ କହିଲେ, ରାଜଦାଣ୍ତ ଓ ଗଛମୂଳକୁ ଯାଇ, ମୋର ଗୃହ ଯେପରି ପୂର୍ଣ୍ଣ ହୁଏ, ସେଥିପାଇଁ ଲୋକମାନଙ୍କୁ ଆସିବା ପାଇଁ ବଳାଅ।

Viz kapitola kopírovat

ଓଡିଆ ବାଇବେଲ

23 ସେଥିରେ ପ୍ରଭୁ ସେହି ଦାସକୁ କହିଲେ, ରାଜଦାଣ୍ଡ ଓ ଗଛମୂଳକୁ ଯାଇ, ମୋହର ଗୃହ ଯେପେରି ପୂର୍ଣ୍ଣ ହୁଏ, ସେଥିପାଇଁ ଲୋକମାନଙ୍କୁ ଆସିବା ପାଇଁ କୁହ ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ସେଥିରେ ପ୍ରଭୁ ସେହି ଦାସକୁ କହିଲେ, ‘ରାଜଦାଣ୍ଡ ଓ ବାଡ଼ ଆଡ଼କୁ ଯାଇ ଲୋକମାନଙ୍କୁ ଆସିବା ପାଇଁ କୁହ, ଯେପରି ମୋହର ଗୃହ ପୂର୍ଣ୍ଣ ହୁଏ।’

Viz kapitola kopírovat

ପବିତ୍ର ବାଇବଲ

23 ମାଲିକ ଗ୍ଭକରକୁ କହିଲେ, ‘ରାଜପଥ ଓ ଗ୍ରାମପଥକୁ ଗ୍ଭଲିଯାଅ। ସେଠାରେ ଥିବା ଲୋକଙ୍କୁ ଆସିବାକୁ କୁହ। ମୁଁ ଗ୍ଭହେଁ, ମୋ’ ଘର ପୁରାପୁରି ଭରିଯାଉ।’

Viz kapitola kopírovat




ଲୂକ ଲିଖିତ ସୁସମାଚାର 14:23

Následuj nás:

Reklamy


Reklamy