ଲୂକ ଲିଖିତ ସୁସମାଚାର 11:23 - ପବିତ୍ର ବାଇବଲ (CL) NT (BSI)23 “ଯେଉଁ ଲୋକ ମୋର ସପକ୍ଷ ନୁହେଁ, ସେ ପ୍ରକୃତରେ ମୋର ବିପକ୍ଷ; ଯେଉଁ ଲୋକ ସଂଗ୍ରହ କରିବାରେ ମୋତେ ସାହାଯ୍ୟ କରେ ନାହିଁ, ସେ ଛିନ୍ନଭିନ୍ନ କରେ। Viz kapitolaପବିତ୍ର ବାଇବଲ (Re-edited) - (BSI)23 ଯେ ମୋହର ସପକ୍ଷ ନୁହେଁ, ସେ ମୋର ବିପକ୍ଷ; ପୁଣି, ଯେ ମୋʼ ସହିତ ସଂଗ୍ରହ କରେ ନାହିଁ, ସେ ଛିନ୍ନଭିନ୍ନ କରିପକାଏ। Viz kapitolaଓଡିଆ ବାଇବେଲ23 ଯେ ମୋହର ସପକ୍ଷ ନୁହେଁ, ସେ ମୋହର ବିପକ୍ଷ; ପୁଣି, ଯେ ମୋ’ ସହିତ ସଂଗ୍ରହ କରେ ନାହିଁ, ସେ ଛିନ୍ନଭିନ୍ନ କରିପକାଏ । Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT23 ଯେ ମୋହର ସପକ୍ଷ ନୁହେଁ, ସେ ମୋହର ବିପକ୍ଷ; ପୁଣି, ଯେ ମୋʼ ସହିତ ସଂଗ୍ରହ କରେ ନାହିଁ, ସେ ଛିନ୍ନଭିନ୍ନ କରିପକାଏ।” Viz kapitolaପବିତ୍ର ବାଇବଲ23 “ଯେଉଁ ଲୋକ ମୋ’ ସହିତ ନାହିଁ, ସେ ମୋ’ ବିରୁଦ୍ଧରେ ଅଛି, ଯେଉଁ ଲୋକ ମୋ’ ସହିତ କାମ କରୁନି, ସେ ମୋ’ ବିରୁଦ୍ଧରେ କାମ କରୁଛି। Viz kapitola |