ଲୂକ ଲିଖିତ ସୁସମାଚାର 1:77 - ପବିତ୍ର ବାଇବଲ (CL) NT (BSI)77 ପାପ କ୍ଷମା ପାଇବା ଦ୍ୱାରା ସେମାନେ ଯେ ପରିତ୍ରାଣ ଲାଭ କରିବେ, ତାଙ୍କ ଲୋକମାନଙ୍କୁ ଏହି କଥା କହିବା ପାଇଁ ଯିବ। Viz kapitolaପବିତ୍ର ବାଇବଲ (Re-edited) - (BSI)77 କାରଣ ଅନ୍ଧକାର ଓ ମୃତ୍ୟୁଛାୟାରେ ବସିଥିବା ଲୋକଙ୍କୁ ଆଲୋକ ଦେବା ନିମନ୍ତେ, Viz kapitolaଓଡିଆ ବାଇବେଲ77 କାରଣ ଅନ୍ଧକାର ଓ ମୃତ୍ୟୁଛାୟାରେ ବସିଥିବା ଲୋକଙ୍କୁ ଆଲୋକ ଦେବା ନିମନ୍ତେ, Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT77 କାରଣ ଅନ୍ଧକାର ଓ ମୃତ୍ୟୁଛାୟାରେ ବସିଥିବା ଲୋକଙ୍କୁ ଆଲୋକ ଦେବା ନିମନ୍ତେ, Viz kapitolaପବିତ୍ର ବାଇବଲ77 ପରମେଶ୍ୱରଙ୍କ ଲୋକଙ୍କୁ ତୁମ୍ଭେ ଜଣେଇଦେବ ଯେ ସେମାନଙ୍କର ପାପକୁ କ୍ଷମା କରି ଦିଆଯାଇ ସେମାନଙ୍କୁ ଉଦ୍ଧାର କରାଯିବ। Viz kapitola |