ଏବ୍ରୀ 5:8 - ପବିତ୍ର ବାଇବଲ (CL) NT (BSI)8 ଯଦିଓ ସେ ଈଶ୍ୱରଙ୍କ ପୁତ୍ର ଈଶ୍ୱରଙ୍କ ପୁତ୍ର ଥିଲେ, ସେ ଦୁଃଖଭୋଗ ଦ୍ୱାର ଆଜ୍ଞାବହ ହେବାକୁ ଶିଖିଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)8 ପୁତ୍ର ହେଲେ ହେଁ ଦୁଃଖଭୋଗ ଦ୍ଵାରା ଆଜ୍ଞାବହତା ଶିକ୍ଷା କଲେ, Viz kapitolaଓଡିଆ ବାଇବେଲ8 ପୁତ୍ର ହେଲେ ହେଁ ଦୁଃଖଭୋଗ ଦ୍ୱାରା ଆଜ୍ଞାବହତା ଶିକ୍ଷା କଲେ, Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT8 ପୁତ୍ର ହେଲେ ହେଁ ଦୁଃଖଭୋଗ ଦ୍ୱାରା ଈଶ୍ବରଙ୍କଠାରେ ଆଜ୍ଞାବହତା ଶିଖିଲେ, Viz kapitolaପବିତ୍ର ବାଇବଲ8 ଯୀଶୁ ପରମେଶ୍ୱରଙ୍କ ପୁତ୍ର ଥିଲେ। ତଥାପି ଦୁଃଖ ଭୋଗ ଦ୍ୱାରା ଆଜ୍ଞା ବହତା ଶିଖିଲେ। Viz kapitola |