ଏବ୍ରୀ 2:12 - ପବିତ୍ର ବାଇବଲ (CL) NT (BSI)12 ସେ ଈଶ୍ୱରଙ୍କୁ କହିଛନ୍ତି: “ହେ ଈଶ୍ୱର, ମୁଁ ତୁମର ସମସ୍ତ କାର୍ଯ୍ୟ ମୋର ଭାଇମାନଙ୍କୁ ଜଣାଇବି। ମୁଁ ସେମାନଙ୍କ ସମାବେଶରେ ତୁମର ପ୍ରଶଂସା ଗାନ କରିବି।” Viz kapitolaପବିତ୍ର ବାଇବଲ (Re-edited) - (BSI)12 ଯେପରି ସେ କହନ୍ତି, “ମୁଁ ଆପଣା ଭ୍ରାତୃଗଣଙ୍କ ନିକଟରେ ତୁମ୍ଭ ନାମ ଘୋଷଣା କରିବି, ସମାଜ ମଧ୍ୟରେ ତୁମ୍ଭର ପ୍ରଶଂସା ଗାନ କରିବି,” Viz kapitolaଓଡିଆ ବାଇବେଲ12 ଯେପରି ସେ କହନ୍ତି, "ମୁଁ ଆପଣା ଭ୍ରାତୃଗଣଙ୍କ ନିକଟରେ ତୁମ୍ଭ ନାମ ଘୋଷଣା କରିବି, ସମାଜ ମଧ୍ୟରେ ତୁମ୍ଭର ପ୍ରଶଂସା ଗାନ କରିବି,'' Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT12 ଯେପରି ସେ ଈଶ୍ବରଙ୍କୁ କହନ୍ତି, “ମୁଁ ଆପଣା ଭ୍ରାତୃଗଣଙ୍କ ନିକଟରେ ତୁମ୍ଭ ନାମ ଘୋଷଣା କରିବି, ସଭା ମଧ୍ୟରେ ତୁମ୍ଭର ପ୍ରଶଂସା ଗାନ କରିବି,” Viz kapitolaପବିତ୍ର ବାଇବଲ12 ଯୀଶୁ କୁହନ୍ତି: “ହେ ପରମେଶ୍ୱର, ମୁଁ ମୋର ଭାଇ ଓ ଭଉଣୀମାନଙ୍କୁ ତୁମ୍ଭ ବିଷୟରେ କହିବି। ତୁମ୍ଭର ସବୁଲୋକ (ସାଧୁ) ମାନଙ୍କ ଆଗରେ, ମୁଁ ତୁମ୍ଭର ପ୍ରଶଂସା ପାଇବି।” Viz kapitola |