ଏଫିସୀୟ 6:7 - ପବିତ୍ର ବାଇବଲ (CL) NT (BSI)7 କେବଳ ମନୁଷ୍ୟମାନଙ୍କ ସେବା କରୁଛ ନ ଭାବି ପ୍ରଭୁଙ୍କ ସେବା କଲା ଭଳି ଆନନ୍ଦରେ ତାହା କର। Viz kapitolaପବିତ୍ର ବାଇବଲ (Re-edited) - (BSI)7 ସ୍ଵାଧୀନ କି ପରାଧୀନ, ଯେକେହି କୌଣସି ସତ୍କର୍ମ କରେ, ସେ ଯେ ପ୍ରଭୁଙ୍କଠାରୁ ସେଥିର ପୁରସ୍କାର ପାଇବ, Viz kapitolaଓଡିଆ ବାଇବେଲ7 ସ୍ୱାଧିନ କି ପରାଧିନ, ଯେ କେହି ସତ୍କର୍ମ କରେ, ସେ ଯେ ପ୍ରଭୁଙ୍କଠାରୁ ସେଥିର ପୁରସ୍କାର ପାଇବ, Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT7 ସ୍ୱାଧୀନ କି ପରାଧୀନ, ଯେ କେହି ସତ୍କର୍ମ କରେ, ସେ ଯେ ପ୍ରଭୁଙ୍କଠାରୁ ସେଥିର ପୁରସ୍କାର ପାଇବ, Viz kapitolaପବିତ୍ର ବାଇବଲ7 ତୁମ୍ଭର ସମସ୍ତ କର୍ତ୍ତବ୍ୟକୁ ଖୁସୀ ମନରେ କର ଓ ଏପରି ଭାବରେ କାର୍ଯ୍ୟ କର ଯେପରି ତୁମ୍ଭେମାନେ କେବଳ ମଣିଷମାନଙ୍କର ନୁହେଁ ବରଂ ପ୍ରଭୁଙ୍କ ସେବା ମଧ୍ୟ କରୁଛ। Viz kapitola |