ପ୍ରେରିତ 9:43 - ପବିତ୍ର ବାଇବଲ (CL) NT (BSI)43 ପିତର ଅନେକ ଦିନ ପର୍ଯ୍ୟନ୍ତ ଯୋପ୍ପାରେ ଶିମୋନ ନାମକ ଜଣେ ଚର୍ମକାର ଘରେ ରହିଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)43 ପୁଣି, ପିତର ଅନେକ ଦିନ ଯାଫୋରେ ଶିମୋନ ନାମକ ଜଣେ ଚର୍ମକାରଙ୍କ ସହିତ ବାସ କଲେ। Viz kapitolaଓଡିଆ ବାଇବେଲ43 ପୁଣି, ପିତର ଅନେକ ଦିନ ଯାଫୋରେ ଶିମୋନ ନାମକ ଜଣେ ଚର୍ମକାରକ ସହିତ ବାସ କଲେ । Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT43 ପୁଣି, ପିତର ଅନେକ ଦିନ ଯାଫୋ ସହରରେ ଶିମୋନ ନାମକ ଜଣେ ଚର୍ମକାରକ ସହିତ ବାସ କଲେ। Viz kapitolaପବିତ୍ର ବାଇବଲ43 ତା'ପରେ ପିତର ଯାଫୋ ନଗରରେ ଶିମୋନ ନାମକ ଜଣେ ଚମାର ଘରେ ବହୁତ ଦିନ ରହିଲେ। Viz kapitola |