ପ୍ରେରିତ 8:19 - ପବିତ୍ର ବାଇବଲ (CL) NT (BSI)19 ତେଣୁ ସେ ପିତର ଯୋହନଙ୍କୁ ଟଙ୍କା ଯାଚି କହିଲା, “ମୁଁ ଅନ୍ୟମାନଙ୍କ ଉପରେ ହାତ ରଖିଲେ, ସେମାନେ ଯେପରି ପବିତ୍ରଆତ୍ମା ପାଇପାରନ୍ତି, ଏଥିପାଇଁ ମୋତେ ଏହି ଶକ୍ତି ଦିଅନ୍ତୁ।” Viz kapitolaପବିତ୍ର ବାଇବଲ (Re-edited) - (BSI)19 ମୋତେ ମଧ୍ୟ ଏହି ଶକ୍ତି ଦିଅନ୍ତୁ, ଯେପରି ମୁଁ ଯେକୌଣସି ଲୋକ ଉପରେ ହସ୍ତାର୍ପଣ କରିବି, ସେ ପବିତ୍ର ଆତ୍ମା ପାଇବ। Viz kapitolaଓଡିଆ ବାଇବେଲ19 ମୋତେ ମଧ୍ୟ ଏହି ଶକ୍ତି ଦିଅନ୍ତୁ, ଯେପରି ମୁଁ ଯେକୌଣସି ଲୋକ ଉପରେ ହସ୍ତାର୍ପଣ କରିବି, ସେ ପବିତ୍ର ଆତ୍ମା ପାଇବ । Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT19 ମୋତେ ମଧ୍ୟ ଏହି ଶକ୍ତି ଦିଅନ୍ତୁ, ଯେପରି ମୁଁ ଯେକୌଣସି ଲୋକ ଉପରେ ହସ୍ତାର୍ପଣ କରିବି, ସେ ପବିତ୍ର ଆତ୍ମା ପାଇବ। Viz kapitolaପବିତ୍ର ବାଇବଲ19 ‘‘ମୋତେ ମଧ୍ୟ ଏହି ଶକ୍ତି ଦିଅ, ଯେପରିକି ମୁଁ ଯାହା ଉପରେ ହାତ ରଖିବି, ସେ ପବିତ୍ରଆତ୍ମା ପାଇ ପାରିବ।” Viz kapitola |