ପ୍ରେରିତ 25:1 - ପବିତ୍ର ବାଇବଲ (CL) NT (BSI)1 ଫେଷ୍ଟସ୍ ଏହି ପ୍ରଦେଶରେ ପହଞ୍ଚିବାର ତିନିଦିନ ପରେ ସିସେରିଆରୁ ଯିରୁଶାଲମକୁ ଗଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)1 ସେଥିରେ ଫେଷ୍ଟ ଅଧିପତିପଦ ଗ୍ରହଣ କରି ତିନି ଦିନ ଉତ୍ତାରେ କାଇସରିଆରୁ ଯିରୂଶାଲମକୁ ଗଲେ, Viz kapitolaଓଡିଆ ବାଇବେଲ1 ସେଥିରେ ଫେଷ୍ଟସ୍ ଅଧିପତି ପଦ ଗ୍ରହଣ କରି ତିନି ଦିନ ଉତ୍ତାରେ କାଇସରିୟାରୁ ଯିରୂଶାଲମକୁ ଗଲେ, Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT1 ସେଥିରେ ଫେଷ୍ଟସ୍ ଅଧିପତି ପଦ ଗ୍ରହଣ କରି ତିନି ଦିନ ଉତ୍ତାରେ କାଇସରିୟାରୁ ଯିରୂଶାଲମ ସହରକୁ ଗଲେ, Viz kapitolaପବିତ୍ର ବାଇବଲ1 ତା'ପରେ ଫେଷ୍ଟ ରାଜ୍ୟପାଳ ହେଲେ। ସେ ସେହି ପ୍ରଦେଶରେ ତିନି ଦିନ ରହିଲେ ଓ ତା'ପରେ କାଇସରୀଆରୁ ଯିରୁଶାଲମ ଗ୍ଭଲିଗଲେ। Viz kapitola |