ପ୍ରେରିତ 2:26 - ପବିତ୍ର ବାଇବଲ (CL) NT (BSI)26 ତେଣୁ ମୁଁ ଆନନ୍ଦରେ ପରିପୂର୍ଣ୍ଣ, ମୋର ଜିହ୍ୱା ଉଲ୍ଲସି ଉଠୁଛି। ଯଦ୍ୟପି ମୁଁ ମରଣଶୀଳ, ମୁଁ ନିଶ୍ଚିତ ଭରସାରେ ସୁସ୍ଥିର, Viz kapitolaପବିତ୍ର ବାଇବଲ (Re-edited) - (BSI)26 ତେଣୁ ମୋହର ହୃଦୟ ପ୍ରଫୁଲ୍ଲ ଓ ମୋହର ଜିହ୍ଵା ଉଲ୍ଲସିତ ହେଲା, ଆହୁରି ମୋହର ଶରୀର ମଧ୍ୟ ଭରସାରେ ବାସ କରିବ, Viz kapitolaଓଡିଆ ବାଇବେଲ26 ତେଣୁ ମୋହର ହୃଦୟ ପ୍ରଫୁଲ୍ଲ ଓ ମୋହର ଜିହ୍ୱା ଉଲ୍ଲସିତ ହେଲା, ଆହୁରି ମୋହର ଶରୀର ମଧ୍ୟ ଭରସାରେ ବାସ କରିବ, Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT26 ତେଣୁ ମୋହର ହୃଦୟ ପ୍ରଫୁଲ୍ଲ ଓ ମୋହର ଜିହ୍ୱା ଉଲ୍ଲସିତ ହେଲା, ଆହୁରି ମୋହର ଶରୀର ମଧ୍ୟ ଭରସାରେ ବାସ କରିବ, Viz kapitolaପବିତ୍ର ବାଇବଲ26 ଏହା ଦ୍ୱାରା ମୋର ମନ ପ୍ରଫୁଲ୍ଲିତ ହେଲା ଓ ମୋ’ ମୁହଁରୁ ଆନନ୍ଦପୂର୍ଣ୍ଣ କଥା ବାହାରିଲା। Viz kapitola |