ପ୍ରେରିତ 16:27 - ପବିତ୍ର ବାଇବଲ (CL) NT (BSI)27 କାରାରକ୍ଷକ ଚେଇଁ ଉଠିଲେ ଓ କାରାଗାରର ଦ୍ୱାର ସବୁ ଖୋଲା ଦେଖି ଭାବିଲେ ଯେ ବନ୍ଦୀମାନେ ପଳାଇଛନ୍ତି; ତେଣୁ ସେ ତାଙ୍କର ଖଡ୍ଗ ବାହାର କରି ଆତ୍ମହତ୍ୟା କରିବାକୁ ଉଦ୍ୟତ ହେଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)27 ଏଥିରେ କାରାରକ୍ଷକ ନିଦ୍ରାରୁ ଉଠି କାରାଗାରର ଦ୍ଵାର ମେଲା ହେବା ଦେଖି ବନ୍ଦୀମାନେ ପଳାଇ ଯାଇଅଛନ୍ତି ବୋଲି ମନେ କରି, ଖଣ୍ତା ବାହାର କରି ଆପଣାକୁ ବଧ କରିବାକୁ ଯାଉଥିଲେ। Viz kapitolaଓଡିଆ ବାଇବେଲ27 ଏଥିରେ କାରାରକ୍ଷକ ନିଦ୍ରାରୁ ଉଠି କାରାଗାରର ଦ୍ୱାର ଖୋଲା ହେବା ଦେଖି ବନ୍ଦୀମାନେ ପଳାଇଯାଇଅଛନ୍ତି ବୋଲି ମନେ କରି, ଖଣ୍ଡା ବାହାର କରି ଆପଣାକୁ ବଧ କରିବାକୁ ଯାଉଥିଲେ । Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT27 ଏଥିରେ କାରାରକ୍ଷକ ନିଦ୍ରାରୁ ଉଠି କାରାଗାରର ଦ୍ୱାର ଖୋଲା ହେବା ଦେଖି ବନ୍ଦୀମାନେ ପଳାଇଯାଇଅଛନ୍ତି ବୋଲି ମନେ କରି, ଖଣ୍ଡା ବାହାର କରି ଆପଣାକୁ ବଧ କରିବାକୁ ଯାଉଥିଲେ। Viz kapitolaପବିତ୍ର ବାଇବଲ27 କାରାଧ୍ୟକ୍ଷ ନିଦରୁ ଉଠି ବସିଲେ। କାରାଗାରର ଦୁଆର ଗୁଡ଼ିକ ଖୋଲିଥିବାର ଦେଖି, ସେ ନିଜକୁ ହତ୍ୟା କରିବା ଉଦ୍ଦେଶ୍ୟରେ ନିଜର ଖଣ୍ଡା ବାହାର କଲେ। ସେ ଭାବିଲେ ଯେ, ବନ୍ଦୀମାନେ ଖସି ପଳାଇ ଯାଇଛନ୍ତି। Viz kapitola |