Online Bible

- Reklamy -




ପ୍ରେରିତ 15:30 - ପବିତ୍ର ବାଇବଲ (CL) NT (BSI)

30 ଯେଉଁ ସମ୍ବାଦ ବାହକମାନଙ୍କୁ ପଠାଯାଇଥିଲା, ସେମାନେ ଆଣ୍ଟିୟୋଖକୁ ଯାଇ ବିଶ୍ୱାସୀମାନଙ୍କର ସମଗ୍ର ଦଳକୁ ଏକତ୍ରିତ କରି ଏହି ପତ୍ରଟି ଦେଲେ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

30 ସେମାନେ ବିଦାୟ ହୋଇ ଆନ୍ତିୟଖିଆକୁ ଆସିଲେ, ଆଉ ଶିଷ୍ୟସମୂହକୁ ଏକତ୍ର କରି ପତ୍ରଖଣ୍ତିକ ଦେଲେ।

Viz kapitola kopírovat

ଓଡିଆ ବାଇବେଲ

30 ସେମାନେ ବିଦାୟ ହୋଇ ଆନ୍ତିୟଖିଅାକୁ ଆସିଲେ ଆଉ ଶିଷ୍ୟସମୂହକୁ ଏକତ୍ର କରି ପତ୍ର ଖଣ୍ଡିକ ଦେଲେ ।

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

30 ସେମାନେ ବିଦାୟ ହୋଇ ଆନ୍ତିୟଖିଆକୁ ଆସିଲେ ଆଉ ଶିଷ୍ୟସମୂହକୁ ଏକତ୍ର କରି ପତ୍ର ଖଣ୍ଡିକ ଦେଲେ।

Viz kapitola kopírovat

ପବିତ୍ର ବାଇବଲ

30 ତା'ପରେ ବର୍ଣ୍ଣ‌ବ୍‌‌ବା, ପାଉଲ, ଯିହୂଦା ଓ ଶୀଲା ଯିରୁଶାଲମରୁ ଆନ୍ତିୟଖିଆକୁ ଯାତ୍ରା କଲେ। ସେଠାରେ ସେମାନେ ଏକାଠି ହୋଇଥିବା ବିଶ୍ୱାସୀମାନଙ୍କୁ ପତ୍ର ଦେଲେ।

Viz kapitola kopírovat




ପ୍ରେରିତ 15:30

Následuj nás:

Reklamy


Reklamy