Online Bible

- Reklamy -




ପ୍ରେରିତ 15:19 - ପବିତ୍ର ବାଇବଲ (CL) NT (BSI)

19 ଯାକୁବ ଆହୁରି ମଧ୍ୟ କହିଲେ, “ମୋ’ ମତରେ, ଯେଉଁ ଅଣଇହୁଦୀମାନେ ଈଶ୍ୱରଙ୍କ ପ୍ରତି ଫେରିଛନ୍ତି, ଆମେ ସେମାନଙ୍କୁ ଆଉ ହଇରାଣ କରିବା ନାହିଁ।

Viz kapitola kopírovat

ପବିତ୍ର ବାଇବଲ (Re-edited) - (BSI)

19 ଅତଏବ, ମୋହର ବିଚାର ଏହି, ବିଜାତିମାନଙ୍କ ମଧ୍ୟରୁ ଯେଉଁମାନେ ଈଶ୍ଵରଙ୍କ ପ୍ରତି ଫେରନ୍ତି, ସେମାନଙ୍କୁ ଆମ୍ଭେମାନେ ଭାରଗ୍ରସ୍ତ କରିବା ନାହିଁ;

Viz kapitola kopírovat

ଓଡିଆ ବାଇବେଲ

19 ଅତଏବ, ମୋହର ବିଚାର ଏହି, ଅଣଯିହୂଦୀମାନଙ୍କ ମଧ୍ୟରୁ ଯେଉଁମାନେ ଈଶ୍ୱରଙ୍କ ପ୍ରତି ଫେରନ୍ତି, ସେମାନଙ୍କୁ ଆମ୍ଭେମାନେ ଭାରଗ୍ରସ୍ତ କରିବା ନାହିଁ;

Viz kapitola kopírovat

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ଅତଏବ, ମୋହର ବିଚାର ଏହି, ଅଣଯିହୁଦୀମାନଙ୍କ ମଧ୍ୟରୁ ଯେଉଁମାନେ ଈଶ୍ବରଙ୍କ ପ୍ରତି ଫେରନ୍ତି, ସେମାନଙ୍କୁ ଆମ୍ଭେମାନେ ଭାରଗ୍ରସ୍ତ କରିବା ନାହିଁ;

Viz kapitola kopírovat

ପବିତ୍ର ବାଇବଲ

19 “ସେଥିପାଇଁ ମୁଁ ଭାବୁଛି, ପରମେଶ୍ୱରଙ୍କ ପ୍ରତି ଫେରୁଥିବା ଅନ୍ୟ ଜାତୀୟ ଲୋକମାନଙ୍କୁ କଷ୍ଟ ଦେବା ଆମ୍ଭମାନଙ୍କ ପକ୍ଷରେ ଉଚିତ୍ ନୁହେଁ।

Viz kapitola kopírovat




ପ୍ରେରିତ 15:19

Následuj nás:

Reklamy


Reklamy