ପ୍ରେରିତ 13:42 - ପବିତ୍ର ବାଇବଲ (CL) NT (BSI)42 ପାଉଲ ଓ ବର୍ଣ୍ଣବା ଉପାସନା ଗୃହ ପରିତ୍ୟାଗ କରିବା ସମୟରେ, ତା’ପର ବିଶ୍ରାମବାର ଦିନ ଫେରିଆସି ଏ ସବୁ ବିଷୟରେ ଆହୁରି ଅଧିକ ବୁଝାଇବା ପାଇଁ ସେମାନଙ୍କୁ ଲୋକେ ନିମନ୍ତ୍ରଣ କଲେ। Viz kapitolaପବିତ୍ର ବାଇବଲ (Re-edited) - (BSI)42 ସେମାନେ ବାହାରି ଯାଉଥିବା ସମୟରେ, ଯେପରି ପରବର୍ତ୍ତୀ ବିଶ୍ରାମବାରରେ ସେହିସବୁ କଥା ସେମାନଙ୍କୁ କୁହାଯାଏ, ଏଥିପାଇଁ ସେମାନେ ବିନତି କରିବାକୁ ଲାଗିଲେ। Viz kapitolaଓଡିଆ ବାଇବେଲ42 ସେମାନେ ବାହାରିଯାଉଥିବା ସମୟରେ, ଯେପରି ପରବର୍ତ୍ତୀ ବିଶ୍ରାମବାରରେ ସେହି ସବୁ କଥା ସେମାନଙ୍କୁ କୁହାଯାଏ, ଏଥିପାଇଁ ସେମାନେ ବିନତି କରିବାକୁ ଲାଗିଲେ । Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT42 ସେମାନେ ବାହାରିଯାଉଥିବା ସମୟରେ, ଯେପରି ପରବର୍ତ୍ତୀ ବିଶ୍ରାମବାର ଦିନରେ ସେହିସବୁ କଥା ସେମାନଙ୍କୁ କୁହାଯାଏ, ଏଥିପାଇଁ ସେମାନେ ବିନତି କରିବାକୁ ଲାଗିଲେ। Viz kapitolaପବିତ୍ର ବାଇବଲ42 ପାଉଲ ଓ ବର୍ଣ୍ଣବ୍ବା ସେଠାରୁ ଗଲାବେଳେ ଲୋକମାନେ ସେମାନଙ୍କୁ ଆଗାମୀ ବିଶ୍ରାମ ଦିବସରେ ଏହିସବୁ କଥା ଆହୁରି କହିବା ପାଇଁ ଅନୁରୋଧ କଲେ। Viz kapitola |