୧ କରିନ୍ଥୀୟ 7:26 - ପବିତ୍ର ବାଇବଲ (CL) NT (BSI)26 ଆସନ୍ନ ଦୁର୍ଦ୍ଦଶା ଦୃଷ୍ଟିରୁ ମୁଁ ମନେକରେ; ଜଣେ ବ୍ୟକ୍ତି ଯେପରି ଅଛି, ସେପରି ରହିବା ଆବଶ୍ୟକ। Viz kapitolaପବିତ୍ର ବାଇବଲ (Re-edited) - (BSI)26 ମୁଁ ମନେ କରେ ଯେ, ମନୁଷ୍ୟ ଯେପରି ଅଛି, ଆସନ୍ନ ଦୁର୍ଦ୍ଦଶା ହେତୁ ସେହିପରି ରହିବା ଭଲ। Viz kapitolaଓଡିଆ ବାଇବେଲ26 ମୁଁ ମନେ କରେ ଯେ, ମନୁଷ୍ୟ ଯେପରି ଅଛି, ଆସନ୍ନ ଦୁର୍ଦ୍ଦଶା ହେତୁ ସେହିପରି ରହିବା ଭଲ । Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT26 ମୁଁ ମନେ କରେ ଯେ, ମନୁଷ୍ୟ ଯେପରି ଅଛି, ଆସନ୍ନ ଦୁର୍ଦ୍ଦଶା ହେତୁ ସେହିପରି ରହିବା ଭଲ। Viz kapitolaପବିତ୍ର ବାଇବଲ26 ଏହା ସଙ୍କଟର ସମୟ। ଅତଏବ, ମୋ’ ମତରେ ତୁମ୍ଭେ ଯେପରି ଅଛ ସେହିପରି ରହିବା ଉତ୍ତମ। Viz kapitola |