୧ କରିନ୍ଥୀୟ 15:41 - ପବିତ୍ର ବାଇବଲ (CL) NT (BSI)41 ସୂର୍ଯ୍ୟର ସୌନ୍ଦର୍ଯ୍ୟ ଏକ ପ୍ରକାର, ଚନ୍ଦ୍ରର ଭିନ୍ନ ପ୍ରକାର ଏବଂ ନକ୍ଷତ୍ରମାନଙ୍କ ସୌନ୍ଦର୍ଯ୍ୟ ଭିନ୍ନ ପ୍ରକାରର। ଏପରି କି ଗୋଟିଏ ନକ୍ଷତ୍ରର ସୌନ୍ଦର୍ଯ୍ୟ, ଅନ୍ୟ ନକ୍ଷତ୍ରଠାରୁ ଭିନ୍ନ। Viz kapitolaପବିତ୍ର ବାଇବଲ (Re-edited) - (BSI)41 ସୂର୍ଯ୍ୟର ଏକପ୍ରକାର ତେଜ, ଚନ୍ଦ୍ରର ଅନ୍ୟପ୍ରକାର ତେଜ ଓ ନକ୍ଷତ୍ରମାଳାର ଅନ୍ୟପ୍ରକାର ତେଜ; କାରଣ ତେଜରେ ଗୋଟିଏ ନକ୍ଷତ୍ର ଅନ୍ୟ ନକ୍ଷତ୍ରଠାରୁ ଭିନ୍ନ। Viz kapitolaଓଡିଆ ବାଇବେଲ41 ସୂର୍ଯ୍ୟର ଏକ ପ୍ରକାର ତେଜ, ଚନ୍ଦ୍ରର ଅନ୍ୟ ପ୍ରକାର ତେଜ ଓ ନକ୍ଷତ୍ରମାଳାର ଅନ୍ୟ ପ୍ରକାର ତେଜ କାରଣ ତେଜରେ ଗୋଟିଏ ନକ୍ଷତ୍ର ଅନ୍ୟ ନକ୍ଷତ୍ରଠାରୁ ଭିନ୍ନ । Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT41 ସୂର୍ଯ୍ୟର ଏକ-ପ୍ରକାର ତେଜ, ଚନ୍ଦ୍ରର ଅନ୍ୟ ପ୍ରକାର ତେଜ ଓ ନକ୍ଷତ୍ରମାଳାର ଅନ୍ୟ ପ୍ରକାର ତେଜ କାରଣ ତେଜରେ ଗୋଟିଏ ନକ୍ଷତ୍ର ଅନ୍ୟ ନକ୍ଷତ୍ରଠାରୁ ଭିନ୍ନ। Viz kapitolaପବିତ୍ର ବାଇବଲ41 ସୂର୍ଯ୍ୟର ଜ୍ୟୋତିଃ ଗୋଟିଏ ପ୍ରକାରର, ଚନ୍ଦ୍ରର ଜ୍ୟୋତିଃ ଅନ୍ୟ ପ୍ରକାରର ଓ ତାରାମାନଙ୍କର ଜ୍ୟୋତିଃ ଆହୁରି ଅନ୍ୟପ୍ରକାରର, ଗୋଟିଏ ତାରାର ଜ୍ୟୋତିଃ, ଅନ୍ୟ ତାରାମାନଙ୍କଠାରୁ ଅଲଗା। Viz kapitola |