୧ କରିନ୍ଥୀୟ 15:40 - ପବିତ୍ର ବାଇବଲ (CL) NT (BSI)40 ସ୍ୱର୍ଗୀୟ ଓ ପାର୍ଥିବ ଉଭୟ ପ୍ରକାରର ଶରୀର ଅଛି। ସ୍ୱର୍ଗୀୟ ଶରୀରର ସୌନ୍ଦର୍ଯ୍ୟ ଏକ ପ୍ରକାର ଓ ପାର୍ଥିବ ଶରୀରର ସୌନ୍ଦର୍ଯ୍ୟ ଭିନ୍ନ ପ୍ରକାର। Viz kapitolaପବିତ୍ର ବାଇବଲ (Re-edited) - (BSI)40 ଆକାଶସ୍ଥ ଶରୀର ଅଛି, ପୃଥିବୀସ୍ଥ ଶରୀର ମଧ୍ୟ ଅଛି, କିନ୍ତୁ ଆକାଶସ୍ଥ ଶରୀରର ଏକପ୍ରକାର ତେଜ, ଆଉ ପୃଥିବୀସ୍ଥ ଶରୀରର ଅନ୍ୟପ୍ରକାର ତେଜ। Viz kapitolaଓଡିଆ ବାଇବେଲ40 ଆକାଶସ୍ଥ ଶରୀର ଅଛି, ପୃଥିବୀସ୍ଥ ଶରୀର ମଧ୍ୟ ଅଛି, କିନ୍ତୁ ଆକାଶସ୍ଥ ଶରୀରର ଏକ ପ୍ରକାର ତେଜ, ଆଉ ପୃଥିବୀସ୍ଥ ଶରୀରର ଅନ୍ୟ ପ୍ରକାର ତେଜ । Viz kapitolaଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT40 ଆକାଶସ୍ଥ ଶରୀର ଅଛି, ପୃଥିବୀସ୍ଥ ଶରୀର ମଧ୍ୟ ଅଛି, କିନ୍ତୁ ଆକାଶସ୍ଥ ଶରୀରର ଏକ-ପ୍ରକାର ତେଜ, ଆଉ ପୃଥିବୀସ୍ଥ ଶରୀରର ଅନ୍ୟ ପ୍ରକାର ତେଜ। Viz kapitolaପବିତ୍ର ବାଇବଲ40 ସ୍ୱର୍ଗୀୟ ଶରୀର ଅଛି, ପୃଥିବୀସ୍ଥ ଶରୀର ମଧ୍ୟ ଅଛି। କିନ୍ତୁ ସ୍ୱର୍ଗୀୟ ଶରୀରରୁ ଏକ ପ୍ରକାରର ହେବ, ଆଉ ପୃଥିବୀସ୍ଥ ଶରୀରର ଅନ୍ୟପ୍ରକାରର ହେବ। Viz kapitola |