ରମିୟ 4:13 - ସତିଅର୍ ବାଟ୍ ନୁଆ ନିୟମ୍ 202013 ଅବ୍ରାଆମ୍ ନିୟମ୍ ମାନ୍ଲାର୍ ପାଇ ନାଇ, ଅବ୍କା ବିସ୍ବାସ୍ କଲାର୍ପାଇ ସେ ଦରମ୍ ଲକ୍ ବଲି ଏଜାଇଅଇରଇଲା । ଆରି ସେଟାର୍ ପାଇ, ସେ ଆରି ତାର୍ କୁଟୁମର୍ ଲକ୍ମନ୍ ଜଗତର୍ ଅଦିକାରି ଅଇବାଇ ବଲି ପରମେସର୍ କାତା ଦେଇରଇଲା । Viz kapitola |