Online Bible

- Reklamy -




ପର୍‌କାସିତ 8:7 - ସତିଅର୍‌ ବାଟ୍‌ ନୁଆ ନିୟମ୍‌ 2020

7 ପର୍‌ତୁମର୍‌ ଦୁତ୍‌ ତାର୍‌ ମଇରି ପୁକ୍‌ଲା ଆରି ଏଦେ ଦେକା ! କାରାପାକ୍‌ନା ଆରି ଜଇ ଜନ୍‌ଟା କି ବନି ସଙ୍ଗ୍‍ ମିସିରଇଲା, ସେଟା ଦର୍‌ତନି ଉପ୍‌ରେ ଡାଲିଅଇଲା । ଦର୍‌ତନି ତିନ୍‌ବାଗ୍‌ ଅନି ଗଟେକ୍‍ ବାଗ୍‌ ପଡିଗାଲା । ତାର୍‌ ସଙ୍ଗ୍‍ ତିନ୍‌ବାଗେ ଅନି ଗଟେକ୍‌ ବାଗର୍‌ ଗଚ୍‌ମନ୍‌ ଆରି ସବୁ ଗାଁସ୍‌ମନ୍‌ ମିସା ପଡିଗାଲା ।

Viz kapitola kopírovat




ପର୍‌କାସିତ 8:7

Následuj nás:

Reklamy


Reklamy