Online Bible

- Reklamy -




ପର୍‌କାସିତ 7:9 - ସତିଅର୍‌ ବାଟ୍‌ ନୁଆ ନିୟମ୍‌ 2020

9 ତାର୍‌ପଚେ ମୁଇଦେକ୍‌ଲି ଏଦେ ଦେକା ! ତେଇ ଏତେକ୍‌ ମାନ୍ଦା ଲକ୍‌କେ ଦେକ୍‌ଲି ଜେ ସେ ଲକ୍‌ମନ୍‌କେ କେ ମିସା ଏଜି ନାପାରତ୍‌ । ସେମନ୍‌ ସବୁ ଜାତିଅନି, ବଁସେଅନି, ରାଇଜେଅନି, ଆରି ବାସାଇଅନି ଆସିରଇଲାଇ । ସେମନ୍‌ ବସ୍‍ବା ଜାଗାର୍‍ ମୁଆଟେ ଆରି ମେଣ୍ଡାପିଲାର୍‌ ମୁଆଟେ ଟିଆଅଇଲାଇ । ସେମନ୍‌ ଦବ୍‌ ଲୁଗାପିନ୍ଦିକରି ଆରି ଆତେ କଜ୍‌ରି ଡାଲ୍‌ ଦାରିରଇଲାଇ ।

Viz kapitola kopírovat




ପର୍‌କାସିତ 7:9

Následuj nás:

Reklamy


Reklamy