Online Bible

- Reklamy -




ପର୍‌କାସିତ 6:8 - ସତିଅର୍‌ ବାଟ୍‌ ନୁଆ ନିୟମ୍‌ 2020

8 ତେଇ ମୁଇ ଦେକ୍‌ଲି, ଏଦେ ଦେକା ! ଗଟେକ୍‌ ଚାରୁଆ ଗଡା ଡିସ୍‌ଲା । ଗଡା ଚାଲାଉ ଅଇଲାନି ମରନ୍‌ ଆରି ଡୁମାମନର୍‌ ରାଇଜ୍‌ । ସେ ପଚେ ପଚେ ଆଇତେରଇଲା । ସେମନ୍‌କେ ଏ ଜଗତର୍‌ ଚାରିବାଗେ ଅନି ଗଟେକ୍‌ ବାଗ୍‌ ଉପ୍‌ରେ ଅଦିକାର୍‌ ଦେଇତେରଇଲା । ତେଇ ଜୁଇଦର୍‌ ଲାଗି, ମର୍‌ଡିର୍‌ ଲାଗି, ରଗର୍‌ ଲାଗି ଆରି ଡଙ୍ଗରର୍‌ ପସୁର୍‌ ଲାଗି ମରାଇବାକେ ଅଦିକାର୍‌ ଦେଲା ।

Viz kapitola kopírovat




ପର୍‌କାସିତ 6:8

Následuj nás:

Reklamy


Reklamy