Online Bible

- Reklamy -




ପର୍‌କାସିତ 2:2 - ସତିଅର୍‌ ବାଟ୍‌ ନୁଆ ନିୟମ୍‌ 2020

2 ମୁଇ ତମର୍‌ ଚଲାଚଲ୍‌ତି ଜାନି । ତମେ ଆବଡ୍‌ ଅଇ ପାଇଟି କର୍‌ବାଟା ଆରି ଦୁକ୍‌ କସ୍‌ଟ ଆଇଲେ ମିସା ମୁର୍‌ଚି କରି ରଇବାଟା ମୁଇ ଜାନି । କରାପ୍‌ ଲକର୍‌ କାମ୍‌ ତମ୍‌କେ ସାର୍‌ଦା ନ କରାଏ ବଲି ମୁଇ ଜାନି । ଜନ୍‌ ଲକ୍‌ମନ୍‌ ଆମେ ପେରିତ୍‌ସିସ୍‌ ବଲି ନାଡାଇଲାଇନି, ସେମନ୍‌ ସତ୍‌ କି ମିଚ୍‌ ବଲି ତମେ ପରିକା କରିଆଚାସ୍‌ । ସେମନ୍‌ ମିଚ୍‌ କଇଲାଇନି ବଲି ତମେ ଜାନିଆଚାସ୍‌ ।

Viz kapitola kopírovat




ପର୍‌କାସିତ 2:2

Následuj nás:

Reklamy


Reklamy