ପର୍କାସିତ 1:7 - ସତିଅର୍ ବାଟ୍ ନୁଆ ନିୟମ୍ 20207 ଏଦେ ଦେକା ! ସେ ମେଗ୍ମାଲାଇ ବସି ଆଇଲାନି । ଗୁଲାଇ ଲକ୍ମନ୍ ତାକେ ଦେକ୍ବାଇ । ତାକେ କୁରୁସ୍କାଟେ କୁଟି ମାରିରଇବା ଲକ୍ମନ୍ ମିସା ଦେକ୍ବାଇ । ଏ ଜଗତେ ରଇବା ସବୁ ଲକ୍ମନ୍ ତାର୍ଲାଗି ଦୁକ୍ କର୍ବାଇ । ସେଟା ସେନ୍ତାରିସେ ଅଇସି । ଆମେନ୍ ! Viz kapitola |