ମାତିଉ 9:35 - ସତିଅର୍ ବାଟ୍ ନୁଆ ନିୟମ୍ 202035 ଜିସୁ ଗାଉଁ ଗାଉଁ ବୁଲି ବୁଲି ଜିଉଦିମନର୍ ପାର୍ତନା ଗର୍ମନ୍କେ ଜାଇ ସିକାଇ ଦେଇତେ ରଇଲା । ଆରି ପର୍ମେସରର୍ ରାଇଜର୍ ନିମାନ୍ କାତା କଇତେରଇଲା । ବିନ୍ ବିନ୍ ଜର୍ ଆରି ରଗ୍ ଦାର୍ଲା ଲକ୍ମନ୍କେ ସବୁ ନିକ କରିଦେଲା ଆରି ପାର୍ତନା ଗରେ ସିକିଆ ଦେଲା । Viz kapitola |