ମାତିଉ 5:19 - ସତିଅର୍ ବାଟ୍ ନୁଆ ନିୟମ୍ 202019 ତେବର୍ପାଇ ଜେ ମିସା ନିୟମ୍ ତେଇ ରଇବା ସବୁଟାନେଅନି ସାନ୍ ଆଦେସ୍ ନ ମାନେ ଆରି ସେନ୍ତି କର୍ବାକେ ବିନ୍ ଲକ୍ମନ୍କେ ସିକାଇସି, ସେ ସରଗ୍ ରାଇଜେ ସବୁର୍ଟାନେଅନି ସାନ୍ ଲକ୍ ବଲି ଏଜାଇଅଇସି । ମାତର୍ ଜେ ନିୟମର୍ ସବୁ ବିସଇର୍ ସାନ୍ ଆଦେସ୍ ମାନ୍ସି ଆରି ସେଟା ବିନ୍ ଲକ୍ମନ୍କେ ସିକାଇସି, ସେ ସରଗ୍ ରାଇଜେ ବଡ୍ ଲକ୍ ବଲି ଏଜାଇଅଇସି । Viz kapitola |