ମାତିଉ 3:7 - ସତିଅର୍ ବାଟ୍ ନୁଆ ନିୟମ୍ 20207 ମାତର୍ ପାରୁସି ଆରି ସାଦୁକି ମନର୍ ବିତ୍ରେ ଅନି ମିସା କେତେକ୍ ଲକ୍ ଡୁବନ୍ ନେବାକେ ଆଇବାଟା ଦେକି ଜଅନ୍ ସେମନ୍କେ କଇଲା, “ଏ ବେସି ବିସ୍ରଇବା ସାଁପର୍ ପାରା ବଁସର୍ ଲକ୍ମନ୍, ପର୍ମେସରର୍ ଟାନେଅନି ଆଇବା ଡଣ୍ଡ୍ତେଇ ଅନି ପାଲାଇବାକେ ତମ୍କେ କେ ଚେତ୍ନା ଦେଲା ? Viz kapitola |