ମାତିଉ 12:42 - ସତିଅର୍ ବାଟ୍ ନୁଆ ନିୟମ୍ 202042 ବିଚାର୍ କର୍ବାବେଲେ ଦକିନ୍ ଦେସେ ରଇବା ସେବା ନାଉଁର୍ ଗଟେକ୍ ଜାଗାର୍ ରାନି, ତମର୍ ଦସ୍ ଦେକାଇବାକେ ଟିଆ ଅଇସି, କାଇକେ ବଇଲେ ସଲମନର୍ ଗିଆନର୍ କାତା ସୁନ୍ବାକେ ବେସି ଦୁର୍ ଦେସେଅନି ସେ ଆସି ରଇଲା । ମାତର୍ ମୁଇ ତମ୍କେ ସତ୍ କଇଲିନି, ସଲ୍ମନର୍ ଟାନେ ଅନି ଗଟେକ୍ ବେସି ବଡ୍ ଲକ୍ ଇତି ଆଚେ ।” Viz kapitola |