ଲୁକ୍ 7:44 - ସତିଅର୍ ବାଟ୍ ନୁଆ ନିୟମ୍ 202044 ଆରି ଜିସୁ ସେ ମାଇଜିର୍ବାଟେ ମୁ ବୁଲାଇକରି ସିମନ୍କେ କଇଲା, “ଏ ମାଇଜିକେ ଦେକ୍ଲୁସ୍ନି ? ମୁଇ ତମର୍ ଗରେ ଆଇଲି, ମକେ ଗଡ୍ ଦଇବାକେ ପାନି ଦିଆସ୍ନାଇ, ମାତର୍ ଏ ତାର୍ ଆଁସୁପାନି ସଙ୍ଗ୍ ମର୍ ପାଦ୍ ବିଜାଇ ତାର୍ ଚେଣ୍ଡିସଙ୍ଗ୍ ସେଟା ପୁଚିଦେଲା । Viz kapitola |