ଲୁକ୍ 14:21 - ସତିଅର୍ ବାଟ୍ ନୁଆ ନିୟମ୍ 202021 ତାର୍ ପଚେ ସେ ଗତିଦାଙ୍ଗ୍ଡା ଆସି ସାଉକାର୍କେ ଏ ସବୁ କାତା ଜାନାଇଲା । ସେଟା ସୁନି ସାଉକାର୍ ବେସି ରିସାଅଇଜାଇ ତାକେ କଇଲା, “ଦାପ୍ରେ ଜାଇକରି ନଅରେ ଆରି ଗାଉଁ ମନ୍କେ ରଇଲା ଗରିବ୍, କାଣା, ଚଟା, ବଇରା ଆରି ଚେରେଙ୍ଗ୍ରଗିମନ୍କେ ଇତି ଡାକି ଆନ୍ ।” Viz kapitola |