ଲୁକ୍ 14:15 - ସତିଅର୍ ବାଟ୍ ନୁଆ ନିୟମ୍ 202015 ଜିସୁ କଇଲା ବିସଇ ସୁନିକରି ତାର୍ ସଙ୍ଗ୍ ବଜିତେଇ କାଇବାକେ ବସି ରଇଲା ଲକ୍ମନର୍ ବିତ୍ରେଅନି ଗଟେକ୍ ଲକ୍ କଇଲା, “କେ କେ ପର୍ମେସରର୍ ରାଇଜେ ତାର୍ ସଙ୍ଗ୍ ବଜି କାଇବାକେ ବସ୍ବାଇ, ସେଟା ତାକର୍ ପାଇ ଗଟେକ୍ ବଡ୍ ଆସିର୍ବାଦ୍ ।” Viz kapitola |