ଲୁକ୍ 11:26 - ସତିଅର୍ ବାଟ୍ ନୁଆ ନିୟମ୍ 202026 ତାର୍ପଚେ ସେ ଡୁମା ଜାଇକରି ତାର୍ଟାନେଅନି ବାନିଆରଇବା ବିନ୍ ବିନ୍ ସାତ୍ଟା ଡୁମାମନ୍କେ ଡାକିଆନ୍ସି । ସେମନ୍ କେଟିକରି ତେଇ ବାସା ଅଇବାଇ, ଆରି ସେ ଲକ୍ ଆଗ୍ତୁ ଜେନ୍ତାର୍ ଅଇରଇଲା, ତାର୍ତେଅନି ସାରାସାରି ଅଦିକ୍ କରାପ୍ ଅଇଜାଇସି ।” Viz kapitola |