ଜିଉଦା 1:16 - ସତିଅର୍ ବାଟ୍ ନୁଆ ନିୟମ୍ 202016 ଏ ଲକ୍ମନ୍ ମୁର୍ମୁରା ଅଇକରି ବିନ୍ ଲକ୍ମନ୍କେ ନିନ୍ଦା କର୍ବାଇ । ନିଜର୍ କାରାପ୍ ମନ୍ କଲାଟା ପୁରାପୁରୁନ୍ କର୍ବାକେ ମନ୍ କର୍ବାଇ, ନିଜର୍ ବିସଇନେଇ ବଡ୍ପନ୍ ଅଇବାଇ ଆରି ନିଜର୍ ଲାବ୍ ପାଇବାକେ ବିନ୍ଲକ୍କେ ନିକ କାତା କଇ ସୁତ୍ରାଇବାଇ । Viz kapitola |