ଜିଉଦା 1:1 - ସତିଅର୍ ବାଟ୍ ନୁଆ ନିୟମ୍ 20201 ମୁଇ ଜିଉଦା । ଜିସୁ କିରିସ୍ଟର୍ ଗଟେକ୍ ଗତିଦାଙ୍ଗ୍ଡା ଆରି ଜାକୁବର୍ ବାଇ । ଜନ୍ ଲକ୍ମନ୍କେ ପର୍ମେସର୍ ବାଚ୍ଲାଆଚେ, ସେମନର୍ପାଇ ମୁଇ ଏ ଚିଟି ଲେକ୍ଲିନି । ବାବା ପର୍ମେସର୍ ତମ୍କେ ଆଲାଦ୍ କଲାନି । ଆରି ତମ୍କେ ଜିସୁକିରିସ୍ଟ ଦେକାରକା କର୍ବାକେ ସଙ୍ଗଇଆଚେ । Viz kapitola |