ଏବ୍ରି 9:26 - ସତିଅର୍ ବାଟ୍ ନୁଆ ନିୟମ୍ 202026 କାଇକେବଇଲେ, ସେ ଜଦି ସେନ୍ତାରି କର୍ତା ଏ ଜଗତ୍ ତିଆର୍ ଅଇଲା ଦିନେଅନି ସେ ବେସି ତର୍ ଦୁକ୍ପାଇବାକେ ଅଇତା । ମାତର୍ ସେ ଏ ସାରାସାରି ଦିନ୍ ମନ୍କେ ତରେକ୍ସେ ଏ ଜଗତେ ଆଇଲା ଆରି ନିଜ୍କେ ସର୍ପିଦେଇକରି ସବୁ ପାପ୍ ଦାରିଗାଲା । Viz kapitola |