ଏବ୍ରି 7:6 - ସତିଅର୍ ବାଟ୍ ନୁଆ ନିୟମ୍ 20206 ମାତର୍ ମଲ୍କିସେଦକ୍ ଲେବିର୍ ନାତିତିତି ନ ଅଇରଇଲେ ମିସା, ସେ ଅବ୍ରାମର୍ଟାନେଅନି ଦସ୍ବାଗେଅନି ବାଗେକ୍ ନେଇତେରଇଲା । ସେବେଲେ ମଲ୍କିସେଦକ୍ ଅବ୍ରାଆମ୍କେ ଆସିର୍ବାଦ୍ କରି ରଇଲା । ଅବ୍ରାଆମ୍କେସେ ପର୍ମେସରର୍ ସବୁକାତା ଦେଇରଇଲା । Viz kapitola |