ଏବ୍ରି 11:35 - ସତିଅର୍ ବାଟ୍ ନୁଆ ନିୟମ୍ 202035 କେତେଟା ମାଇଜିମନ୍ ମିସା ତାକର୍ ବିସ୍ବାସର୍ ଲାଗି ସେମନର୍ କୁଟୁମର୍ ଲକ୍ମନ୍କେ ମଲାତେଇଅନି ଜିବନ୍ ଅଇତେ ମିଲାଇଲାଇ । ବିସ୍ବାସିମନ୍କେ ବନ୍ଦିକରି ନେଲାଇ । ସେମନ୍ ମର୍ବାଜାକ ଦୁକ୍ କସ୍ଟ ପାଇଲେ ମିସା ତାକର୍ ବିସ୍ବାସ୍ ଚାଡତ୍ ନାଇ । ଆଇବା ଦିନ୍ମନ୍କେ ଅଦିକ୍ ନିକ ଜିବନ୍ ପାଇବୁ ବଲି ସେନ୍ତାରି ଅଇକରି ମଲାଇ । Viz kapitola |