ଏପିସିୟ 4:16 - ସତିଅର୍ ବାଟ୍ ନୁଆ ନିୟମ୍ 202016 କାଇକେବଇଲେ କିରିସ୍ଟ ତାର୍ ସବୁ ଲକ୍ମନ୍କେ ମିସାଇକରି ସଙ୍ଗଇ ଆଚେ । ଗଟେକ୍ ଗାଗଡର୍ ସନ୍ଦି ଜେନ୍ତିକି ସେ ଗାଗଡର୍ ସବୁ ବାଗ୍କେ ମିସାଇକରି ସଙ୍ଗଇସି, ସେନ୍ତାରିସେ ଗାଗଡର୍ ଗଟେକ୍ ଗଟେକ୍ ବାଗ୍ ନିଜର୍ ନିଜର୍ କାମ୍ କଲେ, ଗୁଲାଇ ଗାଗଡ୍ ବଡିକରି ବପୁ ଅଇସି । Viz kapitola |