କଲସିଅ 2:23 - ସତିଅର୍ ବାଟ୍ ନୁଆ ନିୟମ୍ 202023 ଏ ରକାମର୍ ନିୟମ୍ ବେସି ଗିଆନ୍ ରଇଲାପାରା ଡିସ୍ସି । ବାଦିଅକରି ଦୁତ୍ମନ୍କେ ଉପାସନା କର୍ବାଟାନେ ଆରି ଲକ୍ମନ୍କେ ଦେକାଇଅଇଲା ପାରା ନିଜ୍କେ ନିଚ୍କରି ଆରି ଗାଗଡ୍କେ କସ୍ଟ ଦେବା ବିସଇ ସିକାଇବାଇ । ମାତର୍ ଏ ସବୁ ନିୟମ୍ ଲକ୍ମନର୍ ପାପର୍ ଗୁନ୍ଚଲନ୍ ଜାଗ୍ରତ୍ କରି ସଙ୍ଗଇବାକେ କାଇ ମୁଲିଅ ନ ରଏ । Viz kapitola |