କଲସିଅ 2:2 - ସତିଅର୍ ବାଟ୍ ନୁଆ ନିୟମ୍ 20202 ଏ ସବୁ ବିସଇ ତମ୍କେ ଆତ୍ମା ଇସାବେ ସାର୍ଦା କରାଇବାପାଇ ମୁଇ କଲିନି । ଜେନ୍ତାରିକି ତମେ ଗଟେକ୍ ମନ୍ ଅଇକରି ଆଲାଦ୍ କରାକରି ଅଇସା । ତମେ ପୁରାପୁରୁନ୍ ବୁଜ୍ବାବେଲେ ବେସି ଆସା ଆରି ସାର୍ଦା ଅଇରଇସା । ଜଦି ତମ୍କେ ଏ ଆସା ରଇଲେ, ପର୍ମେସର୍ ଜଜ୍ନା କଲାଟା ଜାନିପାରାସ୍ । ସେ ଆସା ପୁର୍ବେ ରଇଲା ଲକ୍ମନ୍କେ ଜାନାଇ ନ ରଇଲା । ସେଟା ନିଜେ କିରିସ୍ଟର୍ ବିସଇସେ । Viz kapitola |