କଲସିଅ 1:5 - ସତିଅର୍ ବାଟ୍ ନୁଆ ନିୟମ୍ 20205 ତମେ ପର୍ତୁମ୍ ସୁବ୍ କବରର୍ ବିସଇ ସୁନ୍ଲାବେଲେ, ସୁବ୍କବରେ ରଇବା ଆସାକର୍ବା ବିସଇ ଜାନିରଇଲାସ୍ । ତେବର୍ପାଇ ତମେ ବିସ୍ବାସ୍ କରି ପର୍ମେସରର୍ ଲକ୍ମନ୍କେ ଆଲାଦ୍ କର୍ତେ ରଇଲାସ୍ । ତମର୍ପାଇ ସର୍ଗେ ତିଆର୍ ଅଇରଇବା ପୁରୁସ୍କାର୍ ଆସାକରି ଏନ୍ତାରି କଲାସ୍ । Viz kapitola |