କଲସିଅ 1:28 - ସତିଅର୍ ବାଟ୍ ନୁଆ ନିୟମ୍ 202028 କିରିସ୍ଟର୍ ବିସଇ ରଇବା ଏ କବର୍ ଆମେ ସବୁକେ ଜାନାଇଲୁନି । ଆମେ ସବୁକେ ଜାଗ୍ରତ୍ କରାଇ, ସେ ଆମ୍କେ ଦେଇରଇବା ଗିଆନ୍ ସଙ୍ଗ୍ ସିକାଇଲୁନି । ଜେନ୍ତାରିକି ସେମନ୍ ତାର୍ ମୁଆଟେ ଟିଆଅଇଲାବେଲେ କିରିସ୍ଟର୍ସଙ୍ଗ୍ ମିସିରଇଲା ସବୁଲକ୍ ପୁରାପୁରୁନ୍ ସିଦ୍ ଅଇରଇବାଇ । Viz kapitola |