ପେରିତ୍ 8:1 - ସତିଅର୍ ବାଟ୍ ନୁଆ ନିୟମ୍ 20201 ସାଉଲ୍ ତିପାନର୍ ମରନେ ରାଜିଅଇକରି ତେଇ ରଇଲା । ସେ ଦିନେଅନି ଜିରୁସାଲାମେ ରଇବା ମଣ୍ଡଲିମନ୍କେ ଲକ୍ମନ୍ ଜବର୍ ତାଡ୍ନା ଦେବାର୍ ଆରାମ୍ କଲାଇ । ସେଟାର୍ପାଇ ପେରିତ୍ ସିସ୍ମନ୍ ତେଇରଇଲାଇ ଆରି ବିନ୍ ବିସ୍ବାସିମନ୍ ଜିବନ୍ ଆତେଦାରି ଜିଉଦା ଆରି ସମିରଣ୍ ଜାଗାଇ ପାଲାଇଲାଇ । Viz kapitola |